ଓଡ଼ିଆ ଭାଷା ସାହିତ୍ଯର ବିକାଶ ପାଇଁ କ୍ଷୁଦ୍ରତମ ପ୍ରୟାସ - ବିପ୍ଳବୀ ସାହିତ୍ୟ ସଂସଦ-୧୯୮୨(ସ୍ରଷ୍ଟା - ସୃଷ୍ଟି - ଦ୍ରଷ୍ଟା)ଏହାର ବାର୍ଷିକ ମୁଖପତ୍ର "ଶିଖା" । ଆପଣ ମାନଙ୍କ ସୃଷ୍ଟିର ଅବଦାନରେ ସମୃଦ୍ଧଶାଳୀ ହେଉ ଓଡ଼ିଆ ଭାଷା ସାହିତ୍ଯ । ଆଲୋଚ଼ନା , ସମାଲୋଚ଼ନା ଓ ପର୍ଯ୍ଯାଲୋଚ଼ନାରେ ଓଡ଼ିଆ ଭାଷା ସାହିତ୍ଯ ବିକଶିତ ହେଉ । ସଂସଦରେ କେବଳ ସାହିତ୍ୟ ଭିତ୍ତିକ ଲେଖା ସଦସ୍ୟମାନେ ସଂଯୋଗ କରିବାକୁ ଅନୁରୋଧ । କୈାଣସି ସଦସ୍ୟଙ୍କ ଆପତ୍ତିଜନକ ଲେଖା ସଂଯୋଗ ପାଇଁ ଗ୍ରୁପ ଆଡମିନ ଦାୟୀ ରହିବେ ନାହିଁ । ପ୍ରତିଷ୍ଠା - ୧୯୮୧-୮୨